ଭୁବନେଶ୍ୱର, ୧୯୧୯ ଜାଲିଆଁୱାଲାବାଗ ଗଣହତ୍ୟାର ବଳିଦାନୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ଏହି ଗଣହତ୍ୟାରେ ପ୍ରାଣବଳୀ ଦେଇଥିବା ବଳିଦାନୀ ମାନଙ୍କୁ ନମନ । ମାତୃଭୂମି ପାଇଁ ସେମାନଙ୍କର ବଳିଦାନକୁ କେବେ ହେଲେ ଭୁଲା ଯାଇ ପାରିବ ନାହିଁ ଓ ଆଗାମୀ ପୀଢୀ ମାନଙ୍କୁ ପ୍ରେରଣା ପ୍ରଦାନ କରୁଥିବ ।
Related Stories
November 23, 2024
November 22, 2024