ଭୁବନେଶ୍ୱର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଙ୍ଗଳବାର ଦିନ ଝାରପଡା ହାଟ ଭଙ୍ଗା ମାମଲାରେ କ୍ଷତିଗ୍ରସ୍ତ ବ୍ୟବସାୟୀ ମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି । ସେ କ୍ଷତିଗ୍ରସ୍ତ ବ୍ୟବସାୟୀ ମାନଙ୍କୁ କ୍ଷତିପୂରଣ ସହ ୭ ଦିନରେ ବ୍ୟବସାୟ ଉପଯୋଗୀ ଜାଗା ଯୋଗାଇ ଦେବାକୁ ବିଏମସିକୁ ପତ୍ର ଲେଖିଛନ୍ତି । ସେହିପରି ଯଦି ସେହି ସ୍ଥାନରେ ମାର୍କେଟ କଂପ୍ଲେକ୍ସ ହୁଏ, କ୍ଷତିଗ୍ରସ୍ତ ୪୩୦ ଜଣଙ୍କୁ ଅଗ୍ରାଧିକାର ଦିଆଯାଉ ବୋଲି ସେ କହିଛନ୍ତି ।
Related Stories
November 22, 2024