-
ଶାନ୍ତି କମିଟି ବୈଠକ ସ୍ଥଗିତ
-
ଶାନ୍ତି ନଫେରିବା ଯାଏଁ ୧୪୪ ଧାରା ବଳବତର ରହିବ -ଚମ୍ପୁଆ ଉପଜିଲ୍ଲାପାଳ
କେନ୍ଦୁଝର,ଯୋଡ଼ାରେ ଦୁଇ ଗୋଷ୍ଠି ମୁହାଁମୁହିଁ ଘଟଣାରେ ଆଜି ବସିବାକୁ ଥିବା ଶାନ୍ତି କମିଟି ବୈଠକକୁ ସ୍ଥଗିତ ରଖାଯାଇଛି । ଶାନ୍ତି ନଫେରିବା ଯାଏଁ ଏଠାରେ ୧୪୪ ଧାରା ବଳବତର ରହିବ ବୋଲି ଚମ୍ପୁଆ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।