କନ୍ଧମାଳ, କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନା ଅନ୍ତର୍ଗତ ଡ଼ବେରୀ ଗ୍ରାମରେ ଏସଟିଏଫ ପକ୍ଷରୁ ଚଢ଼ଉ କରାଯାଇ କଲରାପତରିଆ ବାଘ ଛାଲ ଜବତ କରାଯିବା ସହ ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ଏସଟିଏଫ ଓ ବନ ବିଭାଗର ମିଳିତ ତଦନ୍ତ ଜାରୀ ରହିଛି ।