-
ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ ପତି ପତ୍ନୀ
କଟକ, ବ୍ରହ୍ମପୁର ବ୍ରହ୍ମାନଗରର ଡା. ସୁମିତ ସାହୁ ଓ ପତ୍ନୀ ତପସ୍ଵିନୀ ଦାଶ ପାରିବାରିକ ବିବାଦ ମାମଲା ହାଇକୋର୍ଟରେ ପହଂଚିଥିବା ବେଳେ ଆଜି ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଛନ୍ତି ପତି ପତ୍ନୀ । ଏଠାରେ ଉଲ୍ଲେଖଯୋଗ୍ୟ, ଆଜି ମଧ୍ୟସ୍ଥତା ପାଇଁ ହାଇକୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ ।