କଟକ, ପୁରୀ ଜିଲ୍ଲାର ଗୋପ ଓ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଅଂଚଳରେ କରତକଳ ଠାବ ହୋଇଛି । ବେଆଇନ ଭାବେ ଚାଲିଥିବା ତିନୋଟି କରତ କଳକୁ ଠାବ କରିଛି ବନ ବିଭାଗ । ଏସବୁ ସ୍ଥାନରେ ଚଢ଼ଉ ବେଳେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର କାଠ ଜବତ ହୋଇଥିବା ନେଇ ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।