
ଭୁବନେଶ୍ୱର, ବିଜେପି ରାଜ୍ୟ ମୁଖ୍ୟାଳୟରେ ବୁଧବାର ଦିନ ସ୍ଥାପନା ଦିବସ ପାଳିତ ହେବ । ସକାଳ ୯ଟାରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପତାକା ଉତୋଳନ କରିବେ । ଏହା ପରେ ଦିନ ଦଶଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମୋଡରେ ବିଜେପି କର୍ମୀ ମାନଙ୍କୁ ସମ୍ବୋଧିତ କରିବେ ବୋଲି ବିଜେପି ସୂତ୍ରରୁ ପ୍ରକାଶ।