-
ସିଂହଦ୍ଵାର ଥାନାରେ ଏତଲା
ପୁରୀ, ଶ୍ରୀମନ୍ଦିର ରୋଷଘରେ ୪୦ଟି ଚୁଲା ଭଙ୍ଗାଯିବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ସିଂହଦ୍ଵାର ଥାନାରେ ଏତଲା ହୋଇଛି । ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ସୂଚନା ଦେଇଛନ୍ତି । ତଦନ୍ତ ପାଇଁ ଏକ ଅନ୍ତରୀଣ କମିଟି ଗଠନ କରାଯାଇଥିବା ସେ କହିଛନ୍ତି ।