ସମ୍ବଲପୁର, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନ ବିଭାଗ ପକ୍ଷରୁ ବଡମାଲ ରେଞ୍ଜ୍ ମୋଚିବାହାଳ ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରାଯାଇ କଟା ହରିଣ ମୁଣ୍ଡ ଓ ମାଂସ ଜବତ କରାଯାଇଛି । ଘଟଣାରେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି ।