ଭଦ୍ରକ, ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଭାବେ ବିଜୟ ଲାଭ କରିଥିବା ଗୁଲମକି ଦଲୱାଜି ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ନିଜ ସମର୍ଥକଙ୍କ ସହ ପୌର କାର୍ଯ୍ୟାଳୟକୁ ଯାଇ ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
Related Stories
November 22, 2024