
ଜଟଣୀ – ଖୋର୍ଧାରୋଡ୍ ରେଳମଣ୍ଡଳ ଚିକିତ୍ସାଳୟରେ ବିରଳ ଅସ୍ତେ୍ରାପଚାର ହୋଇଥିବାର ସୂଚନା ମିଳିଛି । ବିଷେଶଜ୍ଞ ମାନଙ୍କ ଦ୍ୱାରା ସିମେଟ୍ ହିପ୍ ସର୍ଜରୀ କରାଯାଇଥିଲା । ଏହି ଘଟଣା ରେଳ ଚିକିତ୍ସାଳୟର ବିରଳ କୁହାଯାଉଥିବା ବେଳେ କୃଷ୍ଣପ୍ରସାଦ ପଟ୍ଟନାୟକଙ୍କ ପିଚାଅସ୍ତିର ସଫଳ ଅସ୍ତେ୍ରାପଚାର କରିବାରେ ଡାକ୍ତର ଗୋପାଳ ଚନ୍ଦ୍ର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଡାକ୍ତର ଭବାନୀ ଶଂକର ବେହେରା, ଡାକ୍ତର କେକେ ସେନାପତି, ଏବଂ ଡାକ୍ତର ସିରାଜଉଦ୍ଧିନ୍ ପ୍ରମୁଖ ସଫଳ ହୋଇଥିଲେ ।