ଗଞ୍ଜାମ , କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ପକ୍ଷରୁ ୧୨ ଦଫା ଦାବି ନେଇ ଦେଶବ୍ୟାପୀ ଧର୍ମଘଟ ଆଜି ଦ୍ଵିତୀୟ ଦିନରେ ପହଂଚିଛି । ଗଞ୍ଜାମ ଜିଲ୍ଲାରେ ଆଜି ଏହାର ମିଶ୍ରିତ ପ୍ରଭାବ ପରିଲକ୍ଷିତ ହୋଇଛି । ସାଧାରଣ ଜୀବନ ଯାତ୍ରା ସ୍ଵାଭାବିକ୍ ରହିଛି । ଜିଲ୍ଲାର ପ୍ରାୟତଃ ସମସ୍ତ ସ୍ଥାନରେ ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ, ସ୍କୁଲ, କଲେଜ ଖୋଲା ରହିଛି । ଯାନବାହନ ଚଳାଚଳ ସ୍ଵାଭାବିକ୍ ରହିଛି । କେବଳ ବ୍ୟାଙ୍କ କର୍ମଚାରୀ ମାନେ ଏହି ଆନ୍ଦୋଳନରେ ସାମିଲ୍ ହୋଇଥିବାରୁ ଜିଲାରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି ।
Related Stories
November 23, 2024
November 23, 2024
November 23, 2024