ଗଞ୍ଜାମ, ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି । କେତେକ ଜାଗାରେ ୨୧ ଦିନିଆ ଦଣ୍ଡଯାତ୍ରା ଏବଂ ଆଉ କେତେକ ସ୍ଥାନରେ ୧୮ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି । ବିଭିନ୍ନ ଗ୍ରାମରେ ମାନସିକ କାମନା କରିଥିବା ବ୍ୟକ୍ତିମାନେ ନିଜ ନିଜର ଘର ସମ୍ମୁଖରେ ଏହି ଦଣ୍ଡ ଯାତ୍ରା ପ୍ରଦର୍ଶନ କରି ପୂଜାର୍ଚ୍ଚନା ଓ ଉପାସନା କରୁଛନ୍ତି । ଆସନ୍ତା ମେଷ ସଂକ୍ରାନ୍ତୀ ଦିନ ମେରୁ ଉତ୍ସବରେ ଦଣ୍ଡ ଯାତ୍ରା ଉଦଯାପିତ ହେବ । ଦଣ୍ଡ ଯାତ୍ରା ପାଇଁ ସୁରତ, ମୁମ୍ବାଇ, କୋଲକାତା, ଆନ୍ଧ୍ରପ୍ରଦେଶରୁ ଶହ ଶହ ପ୍ରବାସୀ ନିଜ ନିଜର ଗାଁକୁ ଫେରିଛନ୍ତି ।
Related Stories
November 23, 2024
November 23, 2024
November 23, 2024