ଭୁବନେଶ୍ୱର, ରବିବାର ଦିନ ପରିଷଦ ଓ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । । ଏହି କ୍ୟାବିନେଟ ବୈଠକରେ କାମଚଳା ବଜେଟକୁ ଅନୁମୋଦନ ମିଳିଥିବା ଜଣା ପଡିଛି । ତେବେ ସରକାରୀ ଭାବେ ଏଥି ନେଇ କୌଣସି ସୂଚନା ଦିଆ ଯାଇ ନାହିଁ । ଏହା ସହିତ ଅନ୍ୟ କିଛି ଗୁରୁତ୍ୱପୂର୍ଣ ପ୍ରସ୍ତାବକୁ ବୈଠକରେ ଅନୁମୋଦନ ଦିଆଯାଇଥିବା ଜଣା ପଡିଛି ।
Related Stories
November 22, 2024