
-
୨୫ ହଜାର ୬୧୦ ଟଙ୍କା ଜବତ
ଭଦ୍ରକ, ଭଦ୍ରକ ପୌରପାଳିକା ଅନ୍ତର୍ଗତ ୮ ନଂ ୱାର୍ଡ଼ର ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀ ସକାଳୁ ଭୋଟରଙ୍କୁ ଟଙ୍କା ବାଂଟୁଥିବା ଅଭିଯୋଗ ହୋଇଛି । ସେ କେତେକ ଲୋକଙ୍କୁ ଟଙ୍କା ବାଂଟିବାକୁ ଯାଇଥିବା ବେଳେ ଗ୍ରାମବାସୀ ତାଙ୍କୁ ସେଠାରେ ଅଟକ ରଖିବା ସହ ପରେ ପୋଲିସକୁ ହସ୍ତାନ୍ତର କରିଥିଲେ । ତାଙ୍କ ନିକଟରୁ ୨୫ ହଜାର ୬୧୦ ଟଙ୍କା ଜବତ ହୋଇଛି ।