
ବାଲେଶ୍ଵର, ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପୌର ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେଉଛି । ବାଲେଶ୍ଵର ପୌରପାଳିକା ମଠସାହି ୮ ନଂ ୱାର୍ଡ଼ ବୁଥ୍ ନଂ ୨୬ ରେ ଇଭିଏମ ଖରାପ ଯୋଗୁଁ ଭୋଟଦାନ ପ୍ରକ୍ରିୟାରେ ବିଳମ୍ବ ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ସେଠାରେ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।