ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଭିଡିଓ କନଫ୍ରେନ୍ସିଂ ଜରିଆରେ ମାଲାୟଲୟ ଦୈନିକ ସମ୍ବାଦପତ୍ର ମାତୃଭୂମିର ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଆୟୋଜନ ବର୍ଷ ସାରା ଚାଲିବ ।