ଭୁବନେଶ୍ୱର – ୨୦୨୨ ସୁଦ୍ଧା ଦେଶରେ ୨ ଲକ୍ଷ ଏନସିସି କ୍ୟାଡେଟ୍ ଭର୍ତି କରାଯିବ । ଏଥି ମଧ୍ୟରୁ ଓଡ଼ିଶାରେ ୧୨ ହଜାର ଏନସିସି କ୍ୟାଡେଟରେ ଅନ୍ତର୍ଭୁକ୍ତ ହେବେ ବୋଲି ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଲେପ୍ଟନାଂଟ ଜେନେରାଲ ରାଜୀବ ଚୋପ୍ରା ପ୍ରକାଶ କରିଛନ୍ତି । ଆଜି ଏଠାରେ ଅନୁÂିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ମାଓ ପ୍ରବଣ ଅଂଚଳରେ ୩୫ ପ୍ରତିଶତ ଏନସିସି କ୍ୟାଡ଼ରରେ ଭର୍ତି କରାଯିବ ।
Related Stories
November 23, 2024