
ଗଞ୍ଜାମ, ଆଜି ପିତ୍ତଳ ଗ୍ରାମପଞ୍ଚାୟତର ନାଏବ ସରପଂଚ ରୂପେ ରେଣୁବାଳା ଦାଶ ନିର୍ବାଚିତ ହୋଇଛନ୍ତି । ଏତତ୍ ବ୍ୟତୀତ ସରପଞ୍ଚ ରାମରାଘବ ପାତ୍ର, ନାଏବ ସରପଂଚ, ୱାର୍ଡସଭ୍ୟ ଓ ସଭ୍ୟା ମାନେ ମଧ୍ୟ ଶପଥ ଗ୍ରହଣ କରିବା ସହ ପଂଚାୟତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଉତ୍ସବରେ ସ୍ଥାନୀୟ ବହୁ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ ।