ବଲାଙ୍ଗିର , ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବକ୍ଷକ ଗଙ୍ଗାଧର ନାୟକ, ସ୍ଵତନ୍ତ୍ର ସଚିବ ମତ୍ସ୍ୟ ଓ ପଶୁସମ୍ପଦ ସମ୍ପଦ୍ ଉନ୍ନୟନ୍ନ (ଏଆର୍ଡି) ଗତକାଲି ବଲାଙ୍ଗିର ମ୍ୟୁନିସିପାଲିଟି, ଟିଟିଲାଗଡ଼ ମ୍ୟୁନିସିପାଲିଟି, ତୁଷୁରା, କଣ୍ଟାବାଞ୍ଜି ଓ ପାଟଣାଗଡ ଏନ୍ଏସି ପରିଦର୍ଶନରେ ଯାଇଥିଲେ । ନିର୍ବାଚନ ଅଧିକାରୀ ଓ ପୌରନିର୍ବାହୀ ଅଧିକାରୀଙ୍କର ସହିତ ପୌରନିର୍ବାଚନ ୨୦୨୨ ସୁପରିଚାଳନା ପାଇଁ ନାମାଙ୍କନ ପତ୍ର ଦାଖଲ, ଷ୍ଟ୍ରଙ୍ଗ ରୁମ, ଡିସ୍ବୃଜାଲ ଏରେଞ୍ଜମେଣ୍ଟ, କାଉଣ୍ଟିଙ୍ଗି ହଲ୍ ଇତ୍ଯାଦି ବୁଲି ଦେଖିବା ସହ ବିଭିନ୍ନ ପରାମର୍ଶ ଦେଇଥିଲେ।
Related Stories
November 22, 2024