ଭୁବନେଶ୍ୱର, ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ୨୨ ଜଣଙ୍କୁ ଗିରଫ କରିଥିବା ବେଳେ ୮୭୯ ବାହନକୁ ଜବତ କରିଛି । ଏହି ସମୟ ମଧ୍ୟରେ ୨, ୧୧, ୭୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି ।