ଭୁୁବନେଶ୍ୱର, ବିଧାନସଭା ସମାଚାର ନାମରେ ଏକ ୟୁଟ୍ୟୁବ ଚାନେଲ ଆରମ୍ଭ ହୋଇଛି । ବିଜୁ ପଟ୍ଟନାୟକ ଜୟନ୍ତୀରେ ଏହାକୁ ଆରମ୍ଭ କରା ଯାଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ପରବର୍ତୀ ମୁର୍ହୂରେ ବିଧାନସଭା ଟିଭି ଆରମ୍ଭ ହେବ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ସେ କହିଛନ୍ତି ଯେ ଏହା ସହ ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ଆରମ୍ଭ ହେବ ।