ଭୁବନେଶ୍ୱର – ଓଡିଶାର ୭ଟି ସହର ପ୍ରଦୂଷିତ ସହର ତାଲିକାରେ ରହିଛି । ସେଗୁଡିକ ହେଲା ଭୁବନେଶ୍ୱର , କଟକ , ଅନୁଗୁଳ , ତାଳଚେର , ରାଉରକେଲା , କଳିଙ୍ଗନଗର ଓ ବାଲେଶ୍ୱର । ଅଙ୍ଗରକାମ୍ଳର ପରିମାଣ ବୃଦ୍ଧି ଯୋଗୁଁ ପରିବେଶ ପ୍ରଦୂଷଣ ବଢୁଛି । ସେହିପରି ୯ଟି ନଦୀର ଅବବାହିକା ମଧ୍ୟ ପ୍ରଦୂଷିତ । ଗଙ୍ଗୁଆ ନାଳ ସବୁଠାରୁ ଅଧିକ ପ୍ରଦୂଷିତ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଦେବୀ ଦତ ବିଶ୍ୱାଳ ମଙ୍ଗଳବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁÂିତ ଷ୍ଟାଣ୍ଡିଂ କମିଟି ବୈଠକରେ ପ୍ରକାଶ କରିଛନ୍ତି । ପ୍ରକାଶ କରିଛନ୍ତି । ଷ୍ଟାଣ୍ଡିଂ କମିଟି ବୈଠକ ପରେ ପ୍ରଦୂଷଣକୁ ରେକିବାପାଇଁ ସହରାଂଚଳରେ ସଚେତନତା ରଥ ବାହାର କରିବାକୁ ବାଚସ୍ପତି ପରାମର୍ଶ ଦେଇଛନ୍ତି ।
Related Stories
November 22, 2024