ନୂଆଦିଲ୍ଲୀ,ୟୁକ୍ରେନରେ ଫସି ରହିଥିବା ଭାରତୀୟ ମାନଙ୍କ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଅପରେସନ ଗଙ୍ଗା ଅଭିଯାନରେ ନବମ ଫ୍ଲାଇଟରେ ବୁଦାପେଷ୍ଟରୁ 218 ଜଣ ଭାରତୀୟ ଭାରତ ଆସୁଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।