
ନୂଆଦିଲ୍ଲୀ, ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଜନ୍ମଦିନରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ ଓଡିଶାର ରା୍ଜ୍ୟପାଳ ଗଣେଶୀଲାଲଙ୍କୁ ଜନ୍ମ ଦିନର ହାର୍ଦିକ ଶୁଭକାମନା । ଆପଣ ସୁସ୍ଥ ଓ ଦୀର୍ଘାୟୁ ରହନ୍ତୁ ଏହା ହିଁ ଇଶ୍ବରଙ୍କ ଠାରେ କାମନା କରୁଛି ।