ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକ ତଥା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପିତ୍ତଳ ଗ୍ରାମପଂଚାୟତରେ ବିଦ୍ରୋହି ବିଜେଡି ସରପଂଚ ପ୍ରାର୍ଥୀ ରାମରାଘବ ପାତ୍ର ଓ ସମିତିସଭ୍ୟ ପ୍ରାର୍ଥୀ ଜନାର୍ଦ୍ଦନ ପାତ୍ର, ବିଜେଡି ସମର୍ଥୀତ ପ୍ରାର୍ଥୀ ତଥା ପୂର୍ବତନ ସରପଂଚ କୃଷ୍ଣଚନ୍ଦ୍ର ମଳିକ ଓ ଅନୀଲ କୁମାର ମହାପାତ୍ରଙ୍କୁ ପ୍ରାୟ ୩୫୦ରୁ ଉର୍ଦ୍ଧ୍ବ ଭୋଟରେ ପରାସ୍ତ କରିଛନ୍ତି ।
ସେହିପରି ପିତ୍ତଳ ୫୮ ନଂ ଜୋନରୁ ମନୋରମା ପୋଲାଇ ଜିଲା ପରିଷଦ ସଭ୍ୟ ରୂପେ ବିପୁଳ ଭୋଟରେ ବିଜୟ ହାସଲ କରିଥିବା ଜଣାପଡିଛି ।