ଅନୁଗୁଳ, ଅନୁଗୁଳ ଜିଲ୍ଲା ଠାକୁରଗଡ଼ ସାନହୁଲା ନିକଟରେ ଭାରସାମ୍ୟ ହରାଇ ଏକ ଭ୍ୟାନ୍ ରାସ୍ତା ପାଶ୍ୱର୍କୁ ଓଲଟି ପଡିବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର ପରେ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି ।