
ନୂଆଦିଲ୍ଲୀ, ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆଜି ଓଡିଶା ଗସ୍ତରେ ଆସିବେ । ଫେବୃଆରୀ ୨୦, ୨୦୨୨ରେ ରାଷ୍ଟ୍ରପତି ପୁରୀ ଠାରେ ଗୋଡ଼ୀୟ ମଠ ଏବଂ ମିଶନର ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କର ତିନି ବର୍ଷିଆ ୧୫୦ତମ ଜନ୍ମବାର୍ଷିକୀ ସମାରୋହକୁ ଉଦଘାଟନ କରିବେ । ଫେବୃଆରୀ ୨୧, ୨୦୨୨ରେ ରାଷ୍ଟ୍ରପତି ବିଶାଖାପାଟଣା ଠାରେ ଫ୍ଲିଟ୍ ରିଭ୍ୟୁ