ଗାନ୍ଧୀନଗର ,ଗୁଜରାତରେ ଗତ ୨୪ ଘଂଟାରେ ୯୯୮ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହି ସମୟ ମଧ୍ୟରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧,୧୯୫ ଟି ସକ୍ରିୟ ମାମଲା ରହିଛି ।