ପୁରୀ,ପୁରୀ ଜିଲ୍ଲା କଣାସ ବ୍ଲକର ବଢ଼ାଳ ପଚାଂୟତରେ ଭୋଟ୍ ଗ୍ରହଣ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଦୁଇ ବୈଦ୍ୟୁତିକ ଗଣମାଧ୍ୟମର ୪ ପ୍ରତିନିଧିଙ୍କୁ ଦୁର୍ବୃତ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।