-
ଭୋଟ୍ ଗ୍ରହଣ ସାମୟିକ ବନ୍ଦ
ଯାଜପୁର, ଏରବାଙ୍କ ପଚାଂୟତ ୨ ନଂ ବୁଥରେ ଉତେଜନା ପ୍ରକାଶ ପାଇଛି । ଭୋଟ୍ ଗ୍ରହଣକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ମାଡପିଟ୍ ଘଟିଛି । ଯାହାକୁ ନେଇ ଏହି ବୁଥ୍ ରେ ଭୋଟ୍ ଗ୍ରହଣ ସାମୟିକ ଭାବେ ବନ୍ଦ ରହିଥିବା ବିଡ଼ିଓଙ୍କ ସୂତ୍ରରୁ ପ୍ରକାଶ ।