-
ଏବେ ୩ ଶହ ଲୋକଙ୍କୁ ହୋଇ ପାରିବ ସଭା
ଭୁବନେଶ୍ୱର ,ପଂଚାୟତ ନିର୍ବାଚନ ପ୍ରଚାରକୁ ନେଇ କଟକଣାକୁ କୋହଳ କରାଯାଇଛି । ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏବେ ୩ଶହ ଲୋକଙ୍କୁ ନେଇ ସଭା କରାଯାଇ ପାରିବ । ସେହିପରି ୫ ଜଣ ବଦଳରେ ୨୦ ଜଣଙ୍କୁ ନେଇ କରିପାରିବେ ଡୋର ଟୁ ଡୋର କ୍ୟାମ୍ପେନିଂ କରାଯାଇ