
ଭୁବନେଶ୍ୱର, ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କ ବିୟୋଗରେଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ଲତାଜୀଙ୍କ ବିୟୋଗରେ ଏକ ଯୁଗର ଅନ୍ତ ଘଟିଛି ।ତାଙ୍କର ଶ୍ରୁତିମଧୁର କଣ୍ଠସ୍ୱର ଆମ ହୃଦୟ ରହିଛି ଏବଂ ତାଙ୍କୁ ଆଗାମୀ ପୀଢି ପାଖରେ ସ୍ମରଣୀୟ କରି ରଖିବ ।