କନ୍ଧମାଲ – ଖଜୁରିପଡା ବ୍ଲକ ଅନ୍ତର୍ଗତ ଟିଟ୍ରାପଙ୍ଗାର ଭଗବତ କଳା ସଂଘ ପକ୍ଷରୁ ୨୫ ତମ ଗ୍ରାମାଂଚଳ ଫୁଟବଲ ପ୍ରତିଯୋଗିତା ଅନୁ Â ିତ ହୋଇ ଯାଇଛି. ଟିଟ୍ରାପଙ୍ଗା ଖେଳ ପଡିଆରେ ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ୩ ଦିନିଆ ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ କଲାଡି ଓ ଟିଟ୍ରାପଙ୍ଗା ଫାଇନାଲକୁ ଉନ୍ନିତ ହୋଇଥିଲେ. ଆଜି ଫାଇନାଲ ମ୍ୟାଚ ଅନୁ Â ିତ ହୋଇଥିଲା. ଏହାକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଉଦ୍ଘାଟନ କରିଥିଲେ. ପ୍ରତିଯୋଗିତାମୁଳକ ଏହି ମ୍ୟାଚରେ କଲାଡି ଦଳ ଟିଟ୍ରାପଙ୍ଗା ଦଳକୁ ୨-୧ ଗୋଲରେ ପରାସ୍ତ କରି ବିଜୟୀ ହେବା ସହ ଚାମ୍ପିୟନ ହୋଇଥିଲେ. ଏଥି ସହ ବିଜୟ କୁମାର ମୁଖି ମ୍ୟାନ ଅଫ ଦି ଟୁର୍ଣ୍ଣାମେଂଟ, ରୁପକ ଦେହୁରି ମ୍ୟାନ ଅଫ ଦି ମ୍ୟାଚ୍ ଓ ଭଟବାହାଲ ଦଳକୁ ଶ୍ରେ Â ଶୃଙ୍ଖଳିତ ଦଳ ଭାବେ ଘୋଷଣା କରାଯାଇଥିଲା. ପ୍ରତିଯୋଗିତାର ସମସ୍ତ ଖେଳକୁ ରେଫରି ଶ୍ୟାମସୁନ୍ଦର ସାହା, ସରୋଜ ମୁନି, ସୁନିଲ ବେହେରା, ଗୌରଚରଣ ମହାନ୍ତି, ପ୍ରତାପ ପ୍ରଧାନ, ସୁଶାନ୍ତ ଝୁଣ୍ଡି ପ୍ରମୁଖ ପରିଚାଳନା କରିଥିଲେ. ପରେ ଅନୁ Â ିତ ପୁରସ୍କାର ବିତରଣ ଉତ୍ସବରେ ଖଜୁରିପଡା ବ୍ଲକ ଅଧ୍ୟଭ ବିରେନ୍ଦ୍ର କହଁର ମୁଖ୍ୟ ଅତିଥି ଫୁଲବାଣୀ ବ୍ଲକର ଉପାଧ୍ୟକ୍ଷ ମାନସ ରଂଜନ ବିଶ୍ୱାଳ. ଜିଲ୍ଲା ୱାର୍ଡମେମ୍ବର ସଂଘର ସଭାପତି ଅରୁଣ ଭୋଇ, ନେହେରୁ ଯୁବସଂଘର ଜିଲ୍ଲା ସଂଯୋଜକ ସତ୍ୟବାନ ଦଳବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ କଲାଡି ଓ ରନର୍ସଅପ ଟିଟ୍ରାପଙ୍ଗାକୁ ଟ୍ରଫି ପ୍ରଦାନ କରିଥିଲେ. ଏହି ଅବସରରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା. ୩ ଦିନ ଧରି ଅନୁ Â ିତ ଏହି ପ୍ରକିଯୋଗିତାକୁ ସଂଘର ସଭାପତି ପ୍ରବୀଣ କୁମାର କହଁର ଓ ସମ୍ପାଦକ ରଞ୍ଜନ କୁମାର ରଣା ପରିଚାଳନା କରିଥିବା ବେଳେ ସଂଘର ସମସ୍ତ ସଦସ୍ୟ ସହେଯାଗ କରିଥିଲେ. ନେହେରୁ ଯୁବସଂଘର ଜିଲ୍ଲା ସଂଯୋଜକ ସତ୍ୟବାନ ଦଳବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ କଲାଡି ଓ ରନର୍ସଅପ ଟିଟ୍ରାପଙ୍ଗାକୁ ଟ୍ରଫି ପ୍ରଦାନ କରିଥିଲେ. ଏହି ଅବସରରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା. ୩ ଦିନ ଧରି ଅନୁ Â ିତ ଏହି ପ୍ରକିଯୋଗିତାକୁ ସଂଘର ସଭାପତି ପ୍ରବୀଣ କୁମାର କହଁର ଓ ସମ୍ପାଦକ ରଞ୍ଜନ କୁମାର ରଣା ପରିଚାଳନା କରିଥିବା ବେଳେ ସଂଘର ସମସ୍ତ ସଦସ୍ୟ ସହେଯାଗ କରିଥିଲେ. ନେହେରୁ ଯୁବସଂଘର ଜିଲ୍ଲା ସଂଯୋଜକ ସତ୍ୟବାନ ଦଳବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ କଲାଡି ଓ ରନର୍ସଅପ ଟିଟ୍ରାପଙ୍ଗାକୁ ଟ୍ରଫି ପ୍ରଦାନ କରିଥିଲେ. ଏହି ଅବସରରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା. ୩ ଦିନ ଧରି ଅନୁ Â ିତ ଏହି ପ୍ରକିଯୋଗିତାକୁ ସଂଘର ସଭାପତି ପ୍ରବୀଣ କୁମାର କହଁର ଓ ସମ୍ପାଦକ ରଞ୍ଜନ କୁମାର ରଣା ପରିଚାଳନା କରିଥିବା ବେଳେ ସଂଘର ସମସ୍ତ ସଦସ୍ୟ ସହେଯାଗ କରିଥିଲେ.
Related Stories
November 24, 2024
November 24, 2024