କନ୍ଧମାଳ – ଫୁଲବାଣୀଠାରେ ଗାନ୍ଧୀସ୍ମୃତି ଭବନଠାରେ ଜିଲା ରେଡକ୍ରସ ସହଯୋଗରେ ଜଣେ ପ୍ରତି Â ିତ ଯାଦୁଗର ଏସ କୁମାରଙ୍କର ମ୍ୟାଜିକ ଶୋ ପ୍ରଦର୍ଶନ କାର୍ଯ୍ୟକ୍ରମ ଫୁଲବାଣୀ ଆରମ୍ଭ ହୋଇଛି. ଏହି କାର୍ଯ୍ୟକ୍ରମକୁ ଫୁଲବାଣୀ ଉପ-ଜିଲାପାଳ ଦାୟୀତ୍ୱରେ ଥିବା ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ ଉଦଘାଟନ କରି ଏହି କାର୍ଯ୍ୟକ୍ରମକୁ ସମସ୍ତେ ଉପୋଭୋଗ କରିବାକୁ କହିଛନ୍ତି. କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଜିଲା ଆପାତକାଳୀନ ଅଧିକାରୀ ପ୍ରଦୁ୍ୟମ୍ନ ମଣ୍ଡଳ ଯୋଗ ଦେଇ ଏହି ମ୍ୟାଜିକ ଶୋରୁ ଆଦାୟ ଅର୍ଥରୁ ୫୦ ପ୍ରତିଶତ ରାଶୀ ଜିଲା ରେଡକ୍ର ପାଣ୍ଠିକୁ ମିଳିବ ବୋଲି କହିଛନ୍ତି. ଜିଲା ରେଡକ୍ରସର ପାଣ୍ଠି ବୃଦ୍ଧି କରିବା ଦିଗରେ ସହୟତା କରିବା ଉଦେ୍ଧଶ୍ୟରେ ଏହି ମ୍ୟାଜିକ ଶୋ ର ଆୟୋଜନ କରାଯାଇଛି ବୋଲି ଜଣାପଡିଛି. ଜାଦୁଗର ତାଙ୍କ ଯାଦୁ ଖେଳ ମାଧ୍ୟମରେ ନାରୀ ସଚେତନତା, ବେଟି ବଚାଓ ବେଟି ପଢାଅ, ଶିକ୍ଷାର ପ୍ରଗତି, ପରିବେଶ ସୁରକ୍ଷା ଭଳି ବିଭିନ୍ନ ସଚେତନତାର ବାର୍ତା ମଧ୍ୟ ଦେବେ ବୋଲି ଜଣାପଡିଛିି. ଏଥି ସହ ଅନ୍ଧ ବିଶ୍ୱାସ ବିରୋଧରେ ମଧ୍ୟ ସେ ସଚେତନ କରୁଛନ୍ତି. ତାଙ୍କ ଯାଦୁ ଖେଳ ମଧ୍ୟରେ ଖାଲି ହାତରୁ ଛତା, ପାରା, ରୁମାଲ ବାହାର କରିବା, ମଣିଷକୁ ଶୁନ୍ୟରେ ଝୁଲାଇବା, ଜଳନ୍ତା ନିଆଂରୁ ମହିଳା ସୃଷ୍ଟି କରିବା ଆଦି ଅନେକ ଆକର୍ଷଣୀୟ ଯାଦୁ ଖେଳ ରହିଛି. ଗାନ୍ଧିସ୍ମୃତି ଭବନ ପରିସରରେ ଆଜି ଠାରୁ ଆରମ୍ଭ ହୋଇଥିବା ଏହ ଯାଦୁ ଖେଳକୁ ଉଦ୍ଘାଟନ କରିଥିଲେ. ଏହାକୁ ଦେଖିବାକୁ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି. ଏହି ଜାଦୁ ଖେଳ ପ୍ରଦର୍ଶନ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଏଥିପାଇଁ ସହରର ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଅନୁ Â ାନ ଗୁଡିକର ଛାତ୍ରଛାତ୍ରୀ ମାନଙ୍କୁ ଏହାର ଆନନ୍ଦ ଉଠାଇବାକୁ ଜିଲା ରେଡକ୍ରସ ତରଫରୁ ଅନୁରୋଧ କରାଯାଇଛି. ଜଳନ୍ତା ନିଆଂରୁ ମହିଳା ସୃଷ୍ଟି କରିବା ଆଦି ଅନେକ ଆକର୍ଷଣୀୟ ଯାଦୁ ଖେଳ ରହିଛି. ଗାନ୍ଧିସ୍ମୃତି ଭବନ ପରିସରରେ ଆଜି ଠାରୁ ଆରମ୍ଭ ହୋଇଥିବା ଏହ ଯାଦୁ ଖେଳକୁ ଉଦ୍ଘାଟନ କରିଥିଲେ. ଏହାକୁ ଦେଖିବାକୁ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି. ଏହି ଜାଦୁ ଖେଳ ପ୍ରଦର୍ଶନ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଏଥିପାଇଁ ସହରର ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଅନୁ Â ାନ ଗୁଡିକର ଛାତ୍ରଛାତ୍ରୀ ମାନଙ୍କୁ ଏହାର ଆନନ୍ଦ ଉଠାଇବାକୁ ଜିଲା ରେଡକ୍ରସ ତରଫରୁ ଅନୁରୋଧ କରାଯାଇଛି. ଜଳନ୍ତା ନିଆଂରୁ ମହିଳା ସୃଷ୍ଟି କରିବା ଆଦି ଅନେକ ଆକର୍ଷଣୀୟ ଯାଦୁ ଖେଳ ରହିଛି. ଗାନ୍ଧିସ୍ମୃତି ଭବନ ପରିସରରେ ଆଜି ଠାରୁ ଆରମ୍ଭ ହୋଇଥିବା ଏହ ଯାଦୁ ଖେଳକୁ ଉଦ୍ଘାଟନ କରିଥିଲେ. ଏହାକୁ ଦେଖିବାକୁ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି. ଏହି ଜାଦୁ ଖେଳ ପ୍ରଦର୍ଶନ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଏଥିପାଇଁ ସହରର ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଅନୁ Â ାନ ଗୁଡିକର ଛାତ୍ରଛାତ୍ରୀ ମାନଙ୍କୁ ଏହାର ଆନନ୍ଦ ଉଠାଇବାକୁ ଜିଲା ରେଡକ୍ରସ ତରଫରୁ ଅନୁରୋଧ କରାଯାଇଛି.
Related Stories
November 24, 2024
November 24, 2024