ଭୁବନେଶ୍ୱର – ସୋସାଇଟି ଅଫ୍ ଅଟୋମୋବାଇ ମାନ୍ୟୁଫାକ୍ଚରସ୍ ଅଗଷ୍ଟରେ ଗାଡି ବିକ୍ରି ହ୍ରାସ ପାଇଛି । ଅଗଷ୍ଟ ମାସରେ ସର୍ବାଧିକ ୪୧.୦୯ ପ୍ରତିଶତ ଗାଡି ବିକ୍ରି କମିଛି । ୧୯୯୭-୯୮ ମସିହା ପରେ ଚଳିତ ବର୍ଷ ଅଗଷ୍ଟରେ ସର୍ବାଧିକ ଗାଡି ବିକ୍ରି କମିଛି । ବ୍ୟବସାୟିକ ଗାଡି ବିକ୍ରି ୩୮.୭ ପ୍ରତିଶତ ହ୍ରାସ ପାଇଥିବା ବେଳେ ପାସେଂଜର କାର ୨୨.୨ ପ୍ରତିଶତ, ଯାତ୍ରୀବାହୀ ଗାଡି ୩୧.୬ ପ୍ରତିଶତ କିମିଛି ବୋଲି ସୋସାଇଟି ପକ୍ଷରୁ କୁହାଯାଇଛି ।
Related Stories
November 22, 2024