
ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକର ୨୬ ଗୋଟି ପଂଚାୟତରେ ୧୧୭ ଜଣ ସରପଂଚ ଏବଂ ୯୬ ଜଣ ଆଶାୟୀ ସମିତିସଭ୍ୟ ପ୍ରାର୍ଥୀ ପ୍ରାର୍ଥୀନୀ ନିର୍ବାଚନ ମଇଦାନରେ ଓଲ୍ଲାଇଛନ୍ତି । ବ୍ଲକର ବରଗାଁ ଗ୍ରାମ ପଂଚାୟତରେ ଗୋବିନ୍ଦ ବିହାରୀ ବାରିକ, ସଞ୍ଜୟ ତିୱାରୀ, ଘାସିରାମ ଶବର, ଦେବେନ୍ଦ୍ର ମାଝୀ, ମାନସ ରଞ୍ଜନ ପଣ୍ଡା, ମେଘନାଥ ନିଆଲ, ଖାସବାହାଲରେ କୁନୁ ଚରଣ ବେହେରା, ଗଜିନ୍ଦ୍ର ମାଝୀ, ଲିଙ୍ଗରାଜ ଶବର, କ୍ଷମାସାଗର ଶବର ରହିଛନ୍ତି । ସେହିପରି ଅରେତା ପଂଚାୟତରେ ସରପଂଚ ଆଶାୟୀ ତେଜୁ ମଲ୍ଲିକ, ପ୍ରତିମା ପୁଞ୍ଜି ଏବଂ ଲକ୍ଷରାମ ଷଣ୍ଢ, କିରକିଟାରେ ଛବି ମାଝୀ, ଦୁର୍ଗାପ୍ରସାଦ ମାଝୀ, ବଳଦେବ ହଂସ, ରୋହିତ କୁମାର ଦାସ, କେନ୍ଦୁପାଟିରେ ଉର୍ବଶୀ ପୋଡ, ଓମକାର ସିଂପୋଡ, ଚନ୍ଦ୍ର କୁମାର ଷଣ୍ଢ, ସମିତ କୁମାର ସାହୁ, ଖୁଦପେଜରେ ଅନିତା ବାରିକ, ଦୁଲଭି ମାଝୀ, ମଳୟ ମଞ୍ଜରୀ ବାରିକ, ଯଶୋଦା ସତପଥୀ, ଗଡରାମୁଣ୍ଡାରେ ଅନିଲ କୁମାର ପାତ୍ର, ପ୍ରଭୁଲାଲ ଗଉଡ଼, ବୃନ୍ଦାବନ ବାଗ, ଭଗବତୀ ମୁଣ୍ଡା, ମିହିର ନାଏକ, ସଚିତ କୁମାର ଚଲାନ, ସପିସନ ତାଣ୍ଡି, ଚନାଚେଡ଼ାରେ କରୁଣା ସୁନାନୀ, କୈଳାସ କୈବର୍ତ, ଜୟନ୍ତୀ ସୁନାନୀ, ମଥାମଣି ତାଣ୍ଡି, ରୋହିତ ନାୟକ, ଚିନ୍ଦାଗୁଡାରେ ଜେମାମଣି ରଣା, କ୍ଷମାସ୍ବରି ବିଶି, ଡୁଆଝରରେ ଜିତୁ କୁମ୍ଭାର, ଦୈତାରୀ ଜଗତ, ପ୍ରତାପ କିଶୋର ଜଗତ, ପିତାମ୍ବର ତାଣ୍ଡି, ବଳମତ ତାଣ୍ଡି , ତୁକୁଲାରେ ଗୀତଞ୍ଜଳୀ ରଣା, ଜାନକୀ ମେହେର, ନିଳାଦ୍ରୀ ମେହେର, ଦବରୀ ରେ ଅମ୍ବିକା ମାଝୀ, ଦଶମୀ ତାଣ୍ଡି, ଶୁଚିସ୍ମିତା ମହାନନ୍ଦ, ସନ୍ତୋଷିନୀ ସଲମା, ଦୋହେଲପଡାରେ ତପସ୍ବିନୀ ବେହେରା, ଦିପିକା ଚେହେରା, ନେହେନାର ଅରୁଣା ବାଗ, ଅଶୋକା ଦଣ୍ଡସେନା, ଉପମା ଦଣ୍ଡସେନା, ବୈଦେହୀ ଭିତିରିଆ, ବଡଦୋହେଲରେ ବିଦ୍ୟାଧର ମହାପାତ୍ର, ଭୂମିସୂତା ମାଝୀ, ମୋହିତ କୁମାର ତାଣ୍ଡି, ଲୟାବତୀ ବାଗ, ଶେଷଦେବ ବାଗ, ସନ୍ତୋଷ ମିଶ୍ର, ସୁଶିଲ ସିଂ ନିନା, ବାଦୀରେ ପୁଷ୍ପାଞ୍ଜଳୀ କୁମ୍ଭାର, ମିନା ଜାଲ, ସରିତା ଦୁର୍ଗା, ସସ୍ମିତା ପାଣ୍ଡେ, ବିରିଘାଟରେ ଭର୍ମିଲା ଛତ୍ରିଆ, ପଙ୍କଜିନୀ ପୋଡ, ମମତା ହଂସ, ରଞ୍ଜିତା କାଣ୍ଡ ,ସୁଶାନ୍ତି ହଂସ, ଭୂଲିଆସିକୁଆଁରେ ବିଷ୍ଣୁପ୍ରିୟା ଭୋଇ, ଲକ୍ଷ୍ମୀ ବାଗ, ସୋନାଳି ମେହେର, ଭୋଜପୁରରେ ଅଜୟ କିଶୋର ପଟେଲ, କୁଳମଣି ନାୟକ, ବିରବଲ ପଟେଲ, ବିଶ୍ଵମ୍ବର ପୁଞ୍ଜି, ଶୋଭାପତି ପଟେଲ, ମାଣ୍ଡୋସିଲ ରେ ଗୀତାଞ୍ଜଳୀ ରଣା, ଜୟଶ୍ରୀ ପାନ, ବାସନ୍ତୀ ବିହାରୀ, ସୁବାସିନୀ ପାନ, ରାଣିମୁଣ୍ଡାରେ ଚନ୍ଦ୍ରକାନ୍ତି କଟା, ଚିତମନ ମାଝୀ, ଡମ୍ବରୁ ଧର ବଘେଲ, ତୁଲାରାମ ନିଆଲ, ମଧୂସୁଦନ ସୁନାନୀ, ରିଷିଗାଁରେ ଅଭିଷେକ ବାଗ, ଖୀରଧର ସୋନୀ, ଗଙ୍ଗାଧର ସିଂବାବୁ, ତୃତୀୟା ହଂସ, ନାରାୟଣ ବଗର୍ତି ପ୍ରେମଲାଲ ତାଣ୍ଡି, ବିରଂଚି ନାଗ, ଯୁଧୁଷ୍ଠିର ମେହେର, ଲକ୍ଷ୍ମଣ ବିହାରୀ, ଲାଞ୍ଜିରେ ପଲ୍ଲବୀ ବାରିକ, ବୈଦେହୀ ମାଝୀ, ମୁକ୍ତା ଦେଇ ନନ୍ଦ, ସରଧାପୁରରେ ଉମେଶ କୈବର୍ତ, ଖୁସିରାମ ତାଣ୍ଡି, ଗଙ୍ଗାଧର ବିଭାର, ତ୍ରିନାଥ ତାଣ୍ଡି ,ବାସନ ବିହାର, ରାଏଧର ସଗରିଆ, ରୋହିତ କୁମାର ଜଗତ, ସାନମହେଶ୍ୱର ଆଲ୍ହାଦିନୀ ବେହେରା, ପଲ୍ଲଭି କୁଲଦୀପ, ସବିତା ମହାପାତ୍ର ଓ ସୁନାରୀ ସିକୁଆଁ କୁଳମଣି ବୈଠାରୁ, ଜଗମୋହନ ବୈଠାରୁ, ନିଳଗିରି ଦାସ, ପରମେଶ୍ବର ବାରିକ, ହୋଲେଶ୍ବର ଦାସ ପ୍ରମୁଖ ନିର୍ବାଚନ ମଇଦାନରେ ଓଲ୍ଲାଇଥିବା ନେଇ ବ୍ଲକ କାର୍ଯ୍ୟାଳୟରୁ ସୂଚନା ମିଳିଛି । ସେହିପରି ସମିତିସଭ୍ୟ ସକାଶେ ମୋଟ ୯୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ଜଣାପଡିଛି ।