
ବଲାଙ୍ଗିର,ସ୍ୱାଧୀନତାର ୭୫ ବର୍ଷ ଅମୃତ ମହୋତ୍ସଵ ଉପଲକ୍ଷେ ବଲାଙ୍ଗିର ଜିଲା ପାଟଣାଗଡ଼ ରାଣାପ୍ରତାପ ସଂଯୁକ୍ତ ବିଦ୍ୟାର୍ଥୀ ଶାଖାରେ ୫୦ ଜଣ ସ୍ୱୟଂସେବକଙ୍କ ଉପସ୍ଥିତିରେ ସାମୁହିକ ସୂର୍ଯ୍ୟନମସ୍କାର କାର୍ଯ୍ୟକ୍ରମ ଚାଲିଛି । ଅଢେଇ ଲକ୍ଷ୍ୟର ଲକ୍ଷ୍ୟ ନେଇ ପ୍ରତ୍ୟେହ ସକାଳେ ସଂଘ ଏବଂ ଏହାର ଆନୁସାଙ୍ଗୀକ କ୍ଷେତ୍ରରେ ଥିବା ସ୍ଵୟଂସେବକ ମାନେ ଦୈନିକ ସୂର୍ଯ୍ୟ ନମସ୍କାର ଅଭ୍ୟାସ ପାଟଣାଗଡରେ କରୁଥିବା ବେଳେ ୨୯ ତାରିଖ ଦିନର ଅଭ୍ୟାସ ବର୍ଗ ଜିଲ୍ଲାର ଅନ୍ୟ ଅଞ୍ଚଳର ଶାଖା ଗୁଡିକ ରେ ମଧ୍ୟ ଏହିପରି ଅଭ୍ୟାସ ଜାରି ରହିଛି ।