ଗଞ୍ଜାମ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳି ଅନ୍ତର୍ଗତ ଶେରଗଡ଼ ବ୍ଲକର ୨୨ଟି ଗ୍ରାମପଚାଂୟତ ମଧ୍ୟରୁ ମାତ୍ର ୭ଟି ପଚାଂୟତରେ ସମିତି ସଭ୍ୟ ଏବଂ ଦୁଇଟି ପଚାଂୟତରେ ସରପଚଂ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିବା ବେଳେ ଅନ୍ୟ ସମସ୍ତ ପଚାଂୟତରେ ବହୁମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବା ଜଣାପଡିଛି ।