ଭୁବନେଶ୍ୱର , ରାଜ୍ୟ ପଛୁଆବର୍ଗ ବିଭାଗର ଅଧ୍ୟକ୍ଷ ଇଂ ଜ୍ଞାନଦେବ ବେଉରାଙ୍କ ସୁପାରିଶ କ୍ରମେ ରାଷ୍ଟ୍ରୀ ପଛୁଆବର୍ଗ ଅଧ୍ୟକ୍ଷ ତଥା ଛତିଶଗଡ଼ ସରକାରଙ୍କର ବରିଷ୍ଠ ମନ୍ତ୍ରୀ ଶ୍ରୀ ତାମ୍ରଧୋଜ ସାହୁ ନିମ୍ନଲିଖିତ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ଦାୟୀତ୍ୱ ପ୍ରଦାନ କରିଛନ୍ତି । ଏ ନେଇ ରାଜ୍ୟ ଅଧ୍ୟକ୍ଷ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓ ଓଡ଼ିଶା ରାଜ୍ୟ ପ୍ରଭାରୀ ଡ. ଚେଲାକୁମାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ରାଜ୍ୟ ପଦାଧିକାରୀ ଉପାଧକ୍ଷ / ଭାଇସ ଚେୟାରମ୍ୟାନ ଭାବେ ବେଣୁଧର ପାତ୍ର, ସୁବାଷ ଚନ୍ଦ୍ର ବିଶ୍ୱାଳ, କ୍ୟାପଟେନ ରାଜନାରାୟଣ ମହାପାତ୍ର, ଡମ୍ବୁରୁ ବେହେରା, କାଶିନାଥ ରାଉତ, ଅଜିତ ଜେନା, ବୃନ୍ଦାବନ ସାହୁ ରହିଛିନ୍ତି । ସେହିପରି ଆବାହକ / କନଭେନର ଭାବେ ବିପ୍ରବର ସାହୁ, ଦେବୀ ପ୍ରସାଦ ବାହାଲିଆ, କୈଳାସ ସାହୁ, ସଂଜୟ ରାୟ, ବିଦୁ ଭୂଷଣ ମହାପାତ୍ର, ଶୁଭେନ୍ଦୁ ସାହୁ, ପଦ୍ମନ ବିଶୋଇ, ପ୍ରଶାନ୍ତ ବିଶୋଇ, ଜିତେନ୍ଦ୍ର ସାହୁ, ଜୀବନ ପ୍ରଦୀପ ଦାଶ ରହିଛନ୍ତି । ସେହିପରି ସଂଯୋଜକ ଭାବେ କୈଳାସ ଚନ୍ଦ୍ର ସାହୁ, ତ୍ରିନାଥ ସାହୁ, ବୁଦ୍ଧଦେବ ପ୍ରଧାନ, ଦିଲ୍ଲିପ ଖୁଂଟିଆ, ବସନ୍ତ ଜେନା, ଶ୍ରୀ ସଂଜୟ ପରିଡ଼ା ରହିଛନ୍ତି । ସାଗର ପରିଡ଼ା ଅଫିସ ଇନଚାର୍ଜ ରହିଥିଲା ବେଳେ ଜିଲ୍ଲା ଅଧ୍ୟକ୍ଷ ଭାବରେ ବାଲେଶ୍ୱର-ରବିନ୍ଦ୍ର ପ୍ରଧାନ, ଭଦ୍ରକ-ଶ୍ରୀକାନ୍ତ ଜେନା, ମୟୁରଭଞ୍ଜ- ଦିଲ୍ଳୀପ ନାୟକ, କେନ୍ଦ୍ରାପଡ଼ା- ସୁଖଦାନନ୍ଦ ପ୍ରଧାନ, କଟକ- ଅଶୋକ କୁମାର ସ୍ୱାଇଁ, କଟକ ସିଟି- ସନ୍ତୋଷ ଲେଙ୍କା, କେନ୍ଦୁଝର- ଯଦୁମଣି ବାରିକ, ସୁନ୍ଦରଗଡ଼- ଅରୁଣ କୁମାର ସାମଲ, ରାଉରକେଲା- ବୈଲୋଚନ ସାହୁ, ରାୟଗଡ଼ା, ଏଲ ସର୍ବେଶ୍ୱର ରାଓ, କୋରାପୁଟ- ବ୍ରଜନନ୍ଦ ନାଗ, ମାଲକାନଗିରୀ- ଛବି ଦାସ, ନବରଙ୍ଗପୁର- ପଦନସାହି ମାଳି, କଳାହାଣ୍ଡି- ଲିଙ୍ଗରାଜ ବେହେରା, ବରଗଡ଼- ପାଣ୍ଡବ କର୍ଣ୍ଣ, ସୁବର୍ଣ୍ଣପୁର- ପ୍ରେମାନନ୍ଦ ଜାଟୀ, ଜଗତସିଂହପୁର- ବେଣୁଧର ସ୍ୱାଇଁ, ଯାଜପୁର- ପ୍ରଶାନ୍ତ ସାହୁ, ବୌଦ୍ଧ-ଉଛେଇ ବାରିକ, ଅନୁଗୁଳ- ପ୍ରବୋଧ ସ୍ୱାଇଁ, ଢ଼େଙ୍କାନାଳ- ନିଶାକାର ସାହୁ, ଖୋର୍ଦ୍ଧା-ପ୍ରଶାନ୍ତ ବଳିଆରସିଂହ, କନ୍ଧମାଳ- ଶ୍ରୀକାନ୍ତ ଦଳ ବେହେରା, ଝାରସୁଗୁଡ଼ା – ସୁବ୍ରତ କୁମାର ପ୍ରଧାନ, ନୂଆପଡ଼ା- ହିରା ମେହେର, ସମ୍ବଲପୁର-ଜିତେନ୍ଦ୍ର ପ୍ରଧାନ, ଗଞ୍ଜାମ- ଅମିର କୁମାର ଭୂୟାଁ, ଭୁବନେଶ୍ୱର – ଶତୃଘ୍ନ ବେହେରା, ଦେଓଗଡ଼- ଦିଲେଶ୍ୱର ସାହୁ, ବଲାଙ୍ଗୀର- ଭୋଳାନାଥ ବେହେରା, ଗଜପତି- ବିଭୂତି ଭୂଷଣ ନାୟକ, ନୟାଗଡ଼- ନାରାୟଣ ସାହୁ ରହିଛନ୍ତି । ଚଳିତ ପଂଚାୟତ ନିର୍ବାଚନରେ ରାଜ୍ୟ ସରକାର ପଛୁଆବର୍ଗଙ୍କୁ ସଂରକ୍ଷଣ ବିନା ଯେଉଁ ଭୋଟ କରୁଛନ୍ତି ତାହା ଗଣତନ୍ତ୍ର ପରିପନ୍ଥି ତେଣୁ ଆଗାମୀ ଦିନରେ ପଛୁଆବର୍ଗର ନ୍ୟାର୍ଯ୍ୟ ଦାବି ହାସଲ କରିବାପାଇଁ ସମସ୍ତ ପଦାଧିକାରୀମାନେ କାର୍ଯ୍ୟକରିବାକୁ ରାଜ୍ୟ ପଛୁଆ ବିଭାଗ ଅଧ୍ୟକ୍ଷ ଜ୍ଞାନ ବେଉରା ପରାମର୍ଶ ଦେଇଛନ୍ତି ।