
ଗଞ୍ଜାମ, ଦକ୍ଷିଣ ଓଡ଼ିଶାରେ ତେଲୁଗୁ ସମ୍ପ୍ରଦାୟର ବିଶେଷ ପର୍ବ ମକର ଉତ୍ସବକୁ ଦୃଷ୍ଟିରେ ରଖି ଜନଗହଳି ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପାଳପୁର, ସୋନପୁର ସମେତ ଜିଲ୍ଲାର ସମସ୍ତ ବେଳାଭୂମି ପର୍ଯ୍ୟଟକ ପାଇଁ ଗତ ୧୩ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ଗତକାଲି ଠାରୁ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ବେଳାଭୂମି । ଫଳରେ ଭରପୁର ମଜା ଉଠାଉଛନ୍ତି ପର୍ଯ୍ୟଟକ ।