
-
ଫୁଲବାଣୀ ୧୦ ଡ଼ିଗ୍ରୀ, ଦାରିଙ୍ଗବାଡ଼ି ୯ ଡ଼ିଗ୍ରୀ ତାପମାତ୍ରା
କନ୍ଧମାଳ, କନ୍ଧମାଳ ଜିଲ୍ଲାରେ ଗତ ଦୁଇ/ତିନି ଦିନ ଧରି ମେଘୁଆ ପାଗ ରହିବା ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା । ଏହାର ପ୍ରଭାବରେ ଗତକାଲି ଠାରୁ ପୁଣି ଜିଲ୍ଲାରେ ଶୀତର ଲେଉଟାଣି ହୋଇଛି । ଗତକାଲି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡ଼ିଗ୍ରୀ ରହିଥିବା ବେଳେ ଦାରିଙ୍ଗବାଡ଼ିର ତାପମାତ୍ରା ୯ ଡ଼ିଗ୍ରୀ ରହିଥିଲା ।