
ପାଣଜୀ ,ଗୋଆରେ ଗତ ୨୪ ଘଂଟାରେ ୩,୨୭୪ ନୂଆ କରୋନାର ମାମଲା ସାମନାକୁ ଆସିଛି । । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୦,୦୭୮ ହୋଇଛି । ୯,୬୭୬ ସକ୍ରିୟ ମାମଲା ରହିଛି ।
ଚଣ୍ଡିଗଡରେ ଗତ ୨୪ ଘଂଟାରେ ୧,୭୯୫ କରୋନାର ନୂଆ ମାମଲା
ଚଣ୍ଡିଗଡ, ଚଣ୍ଡିଗଡରେ ଗତ ୨୪ ଘଂଟାରେ ୧,୭୯୫ ନୂଆ କରୋନାର ମାମଲା ସାମନାକୁ ଆସିଛି । । ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ସକ୍ରିୟ ମାମଲାର ସଂଖ୍ୟା ୮,୫୧୧ରହିଛି ।
କେରଳରେ ଗତ ୨୪ ଘଂଟାରେ ୧୭,୭୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ତିରୁବନନ୍ତପୁରମ,କେରଳରେ ଗତ ୨୪ ଘଂଟାରେ ୧୭,୭୫୫ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୯୦,୬୪୯ ହୋଇ ଯାଇଛି ।