
ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଦୋହେଲପଡା ଗ୍ରାମ ଠାରେ ଆଜି ମାଁ ହରଗୌରୀ ୟୁଥ କ୍ଲ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଂଚ ନିଦ୍ରା ହରିଜନ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ । ଏଥିରେ କ୍ଲବର ଉପେନ୍ଦ୍ର ବେହେରା, ସୋନୁ କୁମାର ମଙ୍ଗରାଜ, କରଣ ହିଆଲ, ମାର୍କଣ୍ଡ ମଙ୍ଗରାଜ, ମଛିନ୍ଦ୍ର ବେହେରା, ବଣ୍ଟି ଭୋଇ, ସୁରଜ ମଙ୍ଗରାଜ, କେତନ ବାଗ, ଦେବରାଜ ଭୋଇ, ଭୋଦେବ ବେହେରା, ରାକେଶ ବେହେରା, ସୁଭମ ରାଉତ, ଦୀନବନ୍ଧୁ ତାଣ୍ଡି, ଦିପକ ହିଆଲ, ଅଜୟ ଦୀପ, ଘନ ହିଆଲ ପ୍ରମୁଖ ଯୋଗଦାନ କରି ଗ୍ରାମର ପଡିଆରେ ବିଭିନ୍ନ ପ୍ରକାରର ଚାରା ରୋପଣ କରି ତାର ଯତ୍ନ ନେବାକୁ ସଙ୍କଳ୍ପ ନେଇଥିଲେ ।