ବଲାଙ୍ଗିର , ପାଟଣାଗଡ଼ ଉପଖଣ୍ଡ ଯୋଗୀମୁଣ୍ଡା ରେ ବେଆଇନ ଗଛିତ ଥିବା ୮୨୦ କ୍ବିଣ୍ଟାଲ ବେଆଇନ ଗଛିତ ଥିବା ଅଙ୍ଗନବାଡି ଚାଉଳ ଠାବ କରିଛି। ଯୋଗୀମୁଣ୍ଡା ର ଅଶୋକ ଜୈନ ଙ୍କ ସାରା ଗୋଦାମ ରେ ଏହି ଚାଉଳ ଥିବା ସନ୍ଦେହ ସ୍ରୁଷ୍ଟି କରିଛି। ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ ପାଟଣାଗଡ଼ ଯୋଗାଣ ଅଧିକାରୀ ଓ ଯୋଗାଣ ନିରୀକ୍ଷକ ଙ୍କୁ ଏହା ତଦନ୍ତ କରିବା ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସିଲା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।