କଟକ, କଟକ ଲିଙ୍କ୍ ରୋଡ଼ ସ୍ଥିତ ଏକ କୋଚିଂ ସେଂଟରକୁ ସିଲ୍ କରିଛି କଟକ ମହାନଗର ନିଗମ (ସିଏମସି) । କରୋନା ଗାଇଡ୍ ଲାଇନ୍ କୁ ଉଲ୍ଲଙ୍ଘନ କରି ଅଫ୍ ଲାଇନ୍ କ୍ଲାସ୍ ଚାଲିଥିବା ବେଳେ ଏହି କୋଚିଂ ସେଂଟରକୁ ସିଲ୍ କରାଯାଇଛି । କୋଭିଡ୍ କଟକଣା ଉଲ୍ଲଙ୍ଘନ ନେଇ ଅଭିଯୋଗ ପରେ ସିଏମସି ପକ୍ଷରୁ ସେଠାରେ ଚଢ଼ଉ କରାଯାଇଥିଲା ।