ଗଞ୍ଜାମ, ଗଞ୍ଜାମ ଜିଲ୍ଲା ପଚାଂୟତ ନିର୍ବାଚନ ଅଧିକାରୀ ଏକ ବିଜ୍ଞପ୍ତି ଜାରୀ କରି ସୂଚନା ଦେଇଛନ୍ତି ଯେ, ସରପଚଂ, ସମିତି ସଭ୍ୟ ଓ ୱାର୍ଡ଼ମେମ୍ବର ମାନେ ନିଜ ଅଂଚଳର ପଚାଂୟତ କାର୍ଯ୍ୟାଳୟରେ ମନୋନୟନ ପତ୍ର ଦାଖଲ କରିପାରିବେ । ସେହିପରି ବ୍ଲକ ଏବଂ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିପାରିବେ ।
ଅନ୍ୟପକ୍ଷରେ ବ୍ରହ୍ମପୁର ବିଏମସିର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ସୂଚନା ଦିଆଯାଇଛି ।