
ଭୁବନେଶ୍ୱର, ବର୍ଷୀୟାନ ଅଭିନେତା ମହିର ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କାର୍ଯାଳୟ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଚି । ନିଜ ଅଭିନୟ ଯାଦୁରେ ମିହିର ଦାସ ଅନେକ ଦର୍ଶକଙ୍କ ହୃଦୟ ଜିତିଥିଲେ । ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମାର –ସଦଗତି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।