ନୂଆଦିଲ୍ଲୀ, ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାଙ୍କର ଜୀବନ ଦେଶ ପାଇଁ ଉତ୍ସର୍ଗିକୃତ । ଯୁବକ ମାନଙ୍କୁ ମନାଇବା ସହ ସେମାନଙ୍କୁ ଏକାଠି ନେଇ ଜାତିର ପ୍ରତିଷ୍ଠା ପାଇଁ ସେ କାର୍ଯ୍ୟ କରିଥିଲେ । ସେ ଦେଶ ପାଇଁ ଯାହା ସ୍ୱପ୍ନ ଦେଖିଥିଲେ, ଆସନ୍ତୁ ସମେସ୍ତ ଏକାଠି ହୋଇ ସେହି ସ୍ୱପ୍ନକୁ ସାକାର କରିବା ବୋଲି ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଏକ ଟ୍ୱିଟ୍ ରେ ଉଲ୍ଲେଖ କରାଯାଇଛି ।