
ଭୁବନେଶ୍ୱର, :ରାଜ୍ୟରେ ସଂକ୍ରମଣ ବଢିଛି, ଆଗକୁ ବି ସଂକ୍ରମଣ ବଢିବର ସମ୍ଭାବନା ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ ସଂକ୍ରମଣ ବଢ଼ିଲେ ବି ମୁକାବିଲା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ, ଆବଶ୍ୟକ ହେଲେ ସରକାର ନୂଆ ଗାଇଡଲାଇନ୍ ଜାରି କରିବୋ ସଂକ୍ରମଣ କମାଇବାକୁ ହେଲେ ଆମକୁ ସଜାଗ ହେବାକୁ ପଡିବ । ଏହା ସହ ଆମର ବ୍ୟବହାରରେ ପରିବର୍ତନ କରିବାକୁ ପଡିବ ।